#ମେଲାଣି_ନେଲେ_ମା_ଦୁର୍ଗା_ସିନ୍ଦୁର_ଖେଳି_ମା_ଙ୍କୁ_ବିଦାୟ_ଦେଲେ_ମହିଳା** 🙏🌺
ଆଖିରେ ଲୁହ, ମନରେ ଭକ୍ତି ଓ ହୃଦୟରେ ଅସୁମାରୀ ଆଶା... ମା’ଙ୍କୁ ମେଲାଣି ଦେବା ବେଳେ ଭାବବିହ୍ୱଳ ହେଲେ ମହିଳାମାନେ। 💐❤️
ପରମ୍ପରା ଅନୁଯାୟୀ ସିନ୍ଦୁର ଖେଳରେ ମା’ ଦୁର୍ଗାଙ୍କୁ ବିଦାୟ ଦେଲେ ମହିଳାମାନେ। ମା’ଙ୍କ ମଥାରେ ସିନ୍ଦୁର ଲଗାଇବା ସହ ପରସ୍ପରକୁ ସିନ୍ଦୁର ଲଗାଇ ସ୍ୱାମୀଙ୍କ ଦୀର୍ଘାୟୁ, ପରିବାରର ସୁଖ-ସମୃଦ୍ଧି ଓ ମଙ୍ଗଳ କାମନା କଲେ।
ମା’ ଯାଉଛନ୍ତି ନିଜ ଶାଶ୍ୱତ ଧାମକୁ, ପୁଣି ଆସନ୍ତା ବର୍ଷକୁ ଅପେକ୍ଷା... 🙏🌺
**ଜୟ ମା’ ଦୁର୍ଗା 🙏🔱**
#ମାଦୁର୍ଗା #ସିନ୍ଦୁରଖେଳ #ଦୁର୍ଗାପୂଜା #ମାଙ୍କମେଲାଣି #OdiaNews #News11OdiaLive