#ସ୍ୱାମୀଙ୍କ_ଦୀର୍ଘାୟୁ_କାମନାରେ_ସିନ୍ଦୁର_ଖେଳ_ମା_ଙ୍କୁ_ଭାବପୂର୍ଣ୍ଣ_ମେଲାଣି! 🙏🌺
ଦଶହରା ଅବସରରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ମହିଳାମାନେ ପାଳନ କଲେ ସିନ୍ଦୁର ଖେଳ ପରମ୍ପରା। ମା’ ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରିବା ସହ ପରସ୍ପରକୁ ସିନ୍ଦୁର ଲଗାଇ ସ୍ୱାମୀଙ୍କ ଦୀର୍ଘାୟୁ, ପରିବାରର ସୁଖ ଓ ସମୃଦ୍ଧି କାମନା କଲେ ମହିଳାମାନେ। ଭକ୍ତି, ଆସ୍ଥା ଓ ଭାବନାର ଏହି ନିଆରା ପରମ୍ପରା ମଧ୍ୟରେ ମା’ଙ୍କୁ ଦିଆଗଲା ବିଦାୟ।
🌺 ଆସନ୍ତା ବର୍ଷ ପୁଣି ଆସିବେ ମା’, ଭକ୍ତଙ୍କ ମନରେ ରହିଲା ଅପେକ୍ଷା। 🙏
#ସିନ୍ଦୁରଖେଳ #ଦୁର୍ଗାପୂଜା #ମାଦୁର୍ଗା #ଦଶହରା #କୋରାପୁଟ #OdiaNews #News11Odia