Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅଞ୍ଚଳରେ ସୋମବାର ଦିନ ଠାରୁ ଲାଗିଥିବା ତମାମ ବର୍ଷା ପ୍ରଭାବରେ ଦୁଇ ଜାଗାରେ ବୃକ୍ଷ ଉପୁଡ଼ି ରାଜ୍ୟ ରାଜପଥ ଅବରୋଧ ଓ ସ୍କୁଲ ଶୌଚାଳୟ ଭାଙ୍ଗିଥିବା ବେଳେ ୨ ଘର କାନ୍ଥ ଭାଙ୍ଗିଥିବା ସୂଚନା ମିଳିଛି,

Jeypore, Koraput | Jul 29, 2026

MORE NEWS

କୋରାପୁଟ, ସ୍ଥାନୀୟ ସଦଭାବନା ସଭାଗୃହ ଠାରେ 
ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ୨୦୨୬ ଅବସରରେ 
ପ୍ରସ୍ତୁତି ବୈଠକ।

କୋରାପୁଟ, ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ୨୦୨୬ ଅବସରରେ ପ୍ରସ୍ତୁତି ବୈଠକ।

Jeypore, Koraput | Aug 1, 2026

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଧନପୁର ଗ୍ରାମ ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା ସହ ଚାଷୀ ମାନଙ୍କ ପଞ୍ଜୀକରଣ ବ୍ୟବସ୍ଥା କରିବା ଦାବିରେ ସମବାୟ ସମିତିର ଉପ-ନିବନ୍ଧକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କୋରାପୁଟ ଜିଲ୍ଲାର ବାରିଣୀପୁଟ ଯୋଜନା ଉଚ୍ଚ ବିଦ୍ୟାଳୟରେ ଗତକାଲି ପୂର୍ବତନ ଛାତ୍ରଙ୍କ ଛୁରା ମାଡ଼ରେ ଜଣେ ଦଶମ ଶ୍ରେଣୀର ଛାତ୍ର ମହେଶ ବାଘଙ୍କ ମୃତ୍ୟୁ ଘଟିଥିଲା। ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକ, ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଜୟପୁର–କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥର ବାରିଣୀପୁଟଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାଳକଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ଆନ୍ଦୋଳନ କାରୀମାନେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅଞ୍ଚଳରେ ସୋମବାର ଦିନ ଠାରୁ ଲାଗିଥିବା ତମାମ ବର୍ଷା ପ୍ରଭାବରେ ଦୁଇ ଜାଗାରେ ବୃକ୍ଷ ଉପୁଡ଼ି ରାଜ୍ୟ ରାଜପଥ ଅବରୋଧ ଓ ସ୍କୁଲ ଶୌଚାଳୟ ଭାଙ୍ଗିଥିବା ବେଳେ ୨ ଘର କାନ୍ଥ ଭାଙ୍ଗିଥିବା ସୂଚନା ମିଳିଛି, - Jeypore News