Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ନର୍ଲା: ନର୍ଲା ମେଡ଼ିକାଲ୍ ନିର୍ମାଣ କାର୍ଯ୍ୟ ବିଳମ୍ୱ ତଥା ଅନ୍ୟତ୍ର ସ୍ଥାନାନ୍ତରିତ ରେ ଗାଁ କମିଟି ପକ୍ଷରୁ ବୈଠକ ଦାବୀ ପୂରଣ ନ ହେଲେ ଆନ୍ଦୋଳନ

Narala, Kalahandi | Jan 12, 2026
ଗତ ୨୦୨୨ ମସିହା ରେ ନର୍ଲା ଠାରେ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରାୟ ୧୯ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ସଜବାଜ ହେଉଥିବା ବେଳେ ନର୍ଲା ଅଞ୍ଚଳର ସଧାରଣ ଲୋକେ ପ୍ରତିବାଦ କରୁଥିଲେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା ଉକ୍ତ ବୈଠକରେ ଆସନ୍ତା ମଙ୍ଗଳ ବାର ଦିନ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିବା ପାଇଁ ଗାଁ କମିଟି ପକ୍ଷରୁ ଆଜି ସୋମବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ନିଷ୍ପତ୍ତି ନିଆଯାଇଥିଲା
ନର୍ଲା: ନର୍ଲା ମେଡ଼ିକାଲ୍ ନିର୍ମାଣ କାର୍ଯ୍ୟ ବିଳମ୍ୱ ତଥା ଅନ୍ୟତ୍ର ସ୍ଥାନାନ୍ତରିତ ରେ ଗାଁ କମିଟି ପକ୍ଷରୁ ବୈଠକ ଦାବୀ ପୂରଣ ନ ହେଲେ ଆନ୍ଦୋଳନ - Narala News