ନୀଳଗିରି: ବାଲେଶ୍ୱର ମିଶନ ପଡିଆରେ ସେବା ଜ୍ୟୋତି ଯାତ୍ରା: ସାମିଲ ହେଲେ ନୀଳଗିରି ବିଧାୟକ
ବାଲେଶ୍ୱର ମିଶନ ପଡିଆଠାରେ ଆୟୋଜିତ ସେବା ଜ୍ୟୋତି ଯାତ୍ରା ଓ ବିକଶିତ ଭାରତ ସଂକଳ୍ପ ସଭାରେ ଯୋଗଦେଲେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ। ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ଜନସେବା ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।