Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
No video available

ଝାରସୁଗୁଡା: ଝାରସୁଗୁଡ଼ା ସହରରେ ମାରୱାଡ଼ି ସମାଜ ପକ୍ଷରୁ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ

Jharsuguda, Jharsuguda | Dec 28, 2024
ଝାରସୁଗୁଡ଼ା ସହରରେ ମାରୱାଡ଼ି ସମାଜ ପକ୍ଷରୁ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ । ଝାରସୁଗୁଡ଼ା ମାରୱାଡ଼ି ସମାଜ ପକ୍ଷରୁ ଅନୁଷ୍ଠିତ ହେଉଛି ଶ୍ରୀ ଶ୍ୟାମ ଅମୃତ ମହୋତ୍ସବ । ଏବଂ ଏହି ଶ୍ରୀ ଶ୍ୟାମ ଅମୃତ ମହୋତ୍ସବ ପାଇଁ ଆଜି ଦିନ ୧୨ ଟା ସମୟରେ ଝାରସୁଗୁଡ଼ା ସହର ମୁଖ୍ୟ ରାସ୍ତାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।