Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ସହ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ନେଇ ଆଲୋଚନା ବେଳର ଭିଡିଓ। #vikramdebuniversity #jeypore

Koraput Town, Koraput | Jul 27, 2026

MORE NEWS

ଜୟପୁର : ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମୌଳିକ ସୁବିଧା । ସମସ୍ୟାର ସମାଧାନ ପାଇଁ ରେଜିଷ୍ଟ୍ରାରଙ୍କୁ ଭେଟିଲେ ଛାତ୍ରଛାତ୍ରୀ ।

ଜୟପୁର : ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମୌଳିକ ସୁବିଧା । ସମସ୍ୟାର ସମାଧାନ ପାଇଁ ରେଜିଷ୍ଟ୍ରାରଙ୍କୁ ଭେଟିଲେ ଛାତ୍ରଛାତ୍ରୀ ।

Koraput Town, Koraput | Jul 27, 2026

ଜୟପୁର : ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମୌଳିକ ସୁବିଧା । ସମସ୍ୟାର ସମାଧାନ ପାଇଁ ରେଜିଷ୍ଟ୍ରାରଙ୍କୁ ଭେଟିଲେ ଛାତ୍ରଛାତ୍ରୀ । ତେବେ ଆଲୋଚନା ସମୟରେ ଛାତ୍ରଛାତ୍ରୀ ଓ ରେଜିଷ୍ଟ୍ରାରଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଯୁକ୍ତିତର୍କ ।

ଜୟପୁର : ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମୌଳିକ ସୁବିଧା । ସମସ୍ୟାର ସମାଧାନ ପାଇଁ ରେଜିଷ୍ଟ୍ରାରଙ୍କୁ ଭେଟିଲେ ଛାତ୍ରଛାତ୍ରୀ । ତେବେ ଆଲୋଚନା ସମୟରେ ଛାତ୍ରଛାତ୍ରୀ ଓ ରେଜିଷ୍ଟ୍ରାରଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଯୁକ୍ତିତର୍କ ।

Koraput Town, Koraput | Jul 27, 2026

🚨 ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ଅଭାବକୁ ନେଇ ଏବିଭିପିର ଅସନ୍ତୋଷ

ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧାର ଅଭାବ ଓ ଛାତ୍ରାବାସଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।

ସଂଗଠନର ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଭେଟି ଛାତ୍ରାବାସର ମରାମତି, ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ତୁରନ୍ତ ସୁନିଶ୍ଚିତ କରିବାକୁ ଦାବି କରିଥିଲେ।

ଏବିଭିପି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ଛାତ୍ରଛାତ୍ରୀଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ।
#Jeypore #Koraput #VikramDevUniversity #ABVP #StudentProtest #OdishaNews #News11OdishaLive

🚨 ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ଅଭାବକୁ ନେଇ ଏବିଭିପିର ଅସନ୍ତୋଷ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧାର ଅଭାବ ଓ ଛାତ୍ରାବାସଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ସଂଗଠନର ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଭେଟି ଛାତ୍ରାବାସର ମରାମତି, ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ତୁରନ୍ତ ସୁନିଶ୍ଚିତ କରିବାକୁ ଦାବି କରିଥିଲେ। ଏବିଭିପି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ଛାତ୍ରଛାତ୍ରୀଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ। #Jeypore #Koraput #VikramDevUniversity #ABVP #StudentProtest #OdishaNews #News11OdishaLive

Koraput Town, Koraput | Jul 27, 2026

🚨 ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ଦାବିରେ ଏବିଭିପିର ବିକ୍ଷୋଭ

ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ରାବାସର ଜରାଜୀର୍ଣ୍ଣ ଅବସ୍ଥା ଓ ମୌଳିକ ସୁବିଧାର ଅଭାବକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସଂଗଠନର ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଘେରାଉ କରି ଦାବିପତ୍ର ପ୍ରଦାନ କରିଥିଲେ। ପିଏମଜି–୨ ଛାତ୍ରାବାସର ସ୍ଲାବ ଖସି ଦୁଇ ଛାତ୍ରୀ ଆହତ ହେବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ଏବିଭିପି ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ମାସର ସମୟ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ବ୍ୟାପକ ଛାତ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

#Jeypore #Koraput #VikramDevUniversity #ABVP #StudentProtest #OdishaNews #News11OdishaLive

🚨 ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ଦାବିରେ ଏବିଭିପିର ବିକ୍ଷୋଭ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ରାବାସର ଜରାଜୀର୍ଣ୍ଣ ଅବସ୍ଥା ଓ ମୌଳିକ ସୁବିଧାର ଅଭାବକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଘେରାଉ କରି ଦାବିପତ୍ର ପ୍ରଦାନ କରିଥିଲେ। ପିଏମଜି–୨ ଛାତ୍ରାବାସର ସ୍ଲାବ ଖସି ଦୁଇ ଛାତ୍ରୀ ଆହତ ହେବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏବିଭିପି ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ମାସର ସମୟ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ବ୍ୟାପକ ଛାତ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି। #Jeypore #Koraput #VikramDevUniversity #ABVP #StudentProtest #OdishaNews #News11OdishaLive

Koraput Town, Koraput | Jul 27, 2026