କେନ୍ଦ୍ରାପଡା: ଓଡ଼ିଶା ବିଧାନସଭା ସ୍ଥାୟୀ କମିଟି-2 ବୈଠକ: କୃଷି ଓ ଜଳସମ୍ପଦ ନେଇ ହେଲା ସମୀକ୍ଷା
ଓଡ଼ିଶା ବିଧାନସଭାର ସ୍ଥାୟୀ କମିଟି-2 ବୈଠକରେ ଜଳସମ୍ପଦ ଓ କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଛି। ବନ୍ୟା, ବାତ୍ୟା ମୁକାବିଲା, ଜଳସେଚନ ଓ କୃଷକଙ୍କ ସ୍ୱାର୍ଥକୁ ନେଇ ବଡ଼ ନିଷ୍ପତ୍ତି।