Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ସୁରଳ ଗ୍ରାମରେ ୨ ପରିବାରକୁ ରେଡ଼କ୍ରସ ସହାୟତା ପ୍ରଦାନ କଲେ ତହସିଲଦାର

Chikiti, Ganjam | Dec 1, 2025
ଚିକିଟି ବ୍ଲକ ସୁରଳ ଗ୍ରାମରେ ୨ ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସୋମବାର ଅପରାହ୍ନରେ ଚିକିଟି ଅତିରିକ୍ତ ତହସିଲଦାର ସ୍ଵାତିଶ୍ରୀ ଷଢଙ୍ଗୀ ସୁରଳ ଗ୍ରାମରେ ପହଞ୍ଚି ନଭେମ୍ବତ ୨୭ ରେ ଦୁର୍ଘଟଣାରେ ମୃତ୍ୟୁ ବରଂ କରିଥିବା ରାମଚନ୍ଦ୍ର ବେହେରା ଓ ରମେଶ ସେଠି ଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଲେଖାଏଁ ଅନୁକମ୍ପା ସାହାୟତା ରାଶି ପ୍ରଦାନ କରିଛନ୍ତି ।

MORE NEWS

No related stories for this location.