Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କବିସୂର୍ଯ୍ୟନଗର: ବିଧାୟକଙ୍କ କେ. ବରିଡା ପଂଚାୟତ ଗସ୍ତ,ପିହାଣିଆ ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

Kabisuryanagar, Ganjam | Jan 15, 2026
କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଗୁରୁବାର ଦିନ ବେଗୁନିଆପଡା ବ୍ଲକ କେ. ବରିଡା ପଂଚାୟତର କେ. ବରିଡା, ନିମିନା, ଵି. ନୁଆଁପଲ୍ଲୀ, ପିହାଣିଆ, ବିରିବାଟିଆ ଆଦି ଗ୍ରାମ ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବା ସହ ଉର୍ଣ୍ଣୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏଥିସହ କେ. ବରିଡା ପଂଚାୟତ ଅନ୍ତର୍ଗତ ପିହାଣିଆ ଠାରେ ବିଜେପି ର ଏକ ମିଶ୍ରଣ ପର୍ବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଫାଶୀ ପଂଚାୟତ ସରପଞ୍ଚ ଟୁନି ମାଝୀ, ସମିତି ସଭ୍ୟା ମାମି ବେହେରା ଙ୍କ ସମେତ ଫାଶୀ ପଂଚାୟତ ୱାର୍ଡ ସଭ୍ୟ ସଭ୍ୟା ଅନେକ ସମର୍ଥକ ଯୋଗ ଦେଇଥିଲେ ।
କବିସୂର୍ଯ୍ୟନଗର: ବିଧାୟକଙ୍କ କେ. ବରିଡା ପଂଚାୟତ ଗସ୍ତ,ପିହାଣିଆ ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ - Kabisuryanagar News