ସୋର: ସୋରରେ ସ୍କୁଲ ଗାଡ଼ି ଉପରେ ଚଢ଼ାଉ, ୧୧୦୦୦ ଟଙ୍କା ଜରିମାନା ଆଦାୟ
Soro, Balasore | Oct 6, 2026 ସୋର ଅଞ୍ଚଳରେ ବାରମ୍ବାର ଦୁର୍ଘଟଣାକୁ ନେଇ ସ୍କୁଲ ଗାଡ଼ି ଗୁଡ଼ିକ ଉପରେ ବାଲେଶ୍ୱର ଆରଟିଓଙ୍କ କଡ଼ାକଡ଼ି ଯାଞ୍ଚ। ଉତ୍ତରେଶ୍ୱର ଓ ଉଡ଼ନ୍ତା ପୋଲ ନିକଟରୁ ୪ଟି ଗାଡ଼ି ଜବତ ସହ ୧୧,୦୦୦ ଟଙ୍କା ଜରିମାନା ଆଦାୟ।