Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

କଣ୍ଟାମାଳ: ଗୁନ୍ଦୁଳିଆ ସମେତ ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରେ ପବିତ୍ର କୈଳାସୀ ଯାତ୍ରା ଅନୁଷ୍ଠିତ

ରବିବାର ଗୁନ୍ଦୁଳିଆ ସମେତ ବୌଦ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କାର୍ତ୍ତିକ ମାସ ଶୁକ୍ଳ ଏକାଦସୀ ଅବସରରେ ପବିତ୍ର କୈଲାସୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଆଜି ଅପରାନ୍ହ ସମୟରେ ବିଭିନ୍ନ ଗ୍ରାମରେ ଥିବା କୈଲାସୀ କୁଠି ମାନଙ୍କରେ ଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବା ପରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ବେଦୀନି ମାନଙ୍କ ନୃତ୍ୟ ସହ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା l ବୌଦ୍ଧ ବ୍ଲକର କୈଲାସୀ କୁଠି ଥିବା ବିଭିନ୍ନ ଗ୍ରାମରେ ଆନନ୍ଦ ଉଲ୍ଲାସର ସହ କୈଲାସୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l