ପିପିଲି ଥାନା ଅନ୍ତର୍ଗତ ରାଜତେଇ ଗ୍ରାମର ଜିତେନ୍ଦ୍ର ପଲ୍ଲଇଙ୍କ ଘରେ ପଶି ଜଣେ ଦୃର୍ବୁତ୍ତ ଜିତେନ୍ଦ୍ରଙ୍କ ବେକରୁ ସନା ଚେନ ଲୁଟ କରିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ବଳଙ୍ଗା ଥାନା ବଳଙ୍ଗା ନାୟକ ସାହିର ରାଜା ନାୟକ ବୋଲି ପୋଲିସ ସୂଚନା ଦେଇଛି।