Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କୋରାପୁଟରେ ମାଓବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଭଣ୍ଡାର ଠାବ @amoodishalive #news #koraput #police #maoist #armsandexplosive #dumpunearthed #highlightseveryone #nonfollwers

Koraput Town, Koraput | Jun 22, 2026

MORE NEWS

#Koraput
କୋରାପୁଟ ପୋଲିସକୁ ମିଳିଲା ବଡ ସଫଳତା | ବୈପାରୀଗୁଡା ଥାନା ଅଧିନସ୍ଥ ବଡଲିପାହାଡରୁ ମିଳିଲା ମାଓବାଦୀଙ୍କ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର | ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି ରୋହିତ ବର୍ମା ।

#Koraput କୋରାପୁଟ ପୋଲିସକୁ ମିଳିଲା ବଡ ସଫଳତା | ବୈପାରୀଗୁଡା ଥାନା ଅଧିନସ୍ଥ ବଡଲିପାହାଡରୁ ମିଳିଲା ମାଓବାଦୀଙ୍କ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର | ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି ରୋହିତ ବର୍ମା ।

Koraput Town, Koraput | Jun 22, 2026

କୋରାପୁଟ ପୋଲିସର ବଡ଼ ସଫଳତା

ଜଙ୍ଗଲ ଅଞ୍ଚଳରେ ଚାଲିଥିବା ତଲାସି ଅଭିଯାନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ମାଓବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିଛି କୋରାପୁଟ ପୋଲିସ।

କୋରାପୁଟ ଏସପି ସାମ୍ବାଦିକ ସମ୍ମିଳନୀରେ ଏହି ସଫଳ ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅଭିଯାନରେ ସୁରକ୍ଷା ବାହିନୀ ଓ ପୋଲିସର ସମନ୍ୱିତ ପ୍ରୟାସ ଫଳରେ ବଡ଼ ଧରଣର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲାରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଦିଗରେ ଏହାକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

#Koraput #KoraputPolice #BreakingNews #MaoistOperation #OdishaNews #PublicDemand #PoliceSuccess #KoraputSP

କୋରାପୁଟ ପୋଲିସର ବଡ଼ ସଫଳତା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ତଲାସି ଅଭିଯାନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ମାଓବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିଛି କୋରାପୁଟ ପୋଲିସ। କୋରାପୁଟ ଏସପି ସାମ୍ବାଦିକ ସମ୍ମିଳନୀରେ ଏହି ସଫଳ ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅଭିଯାନରେ ସୁରକ୍ଷା ବାହିନୀ ଓ ପୋଲିସର ସମନ୍ୱିତ ପ୍ରୟାସ ଫଳରେ ବଡ଼ ଧରଣର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲାରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଦିଗରେ ଏହାକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। #Koraput #KoraputPolice #BreakingNews #MaoistOperation #OdishaNews #PublicDemand #PoliceSuccess #KoraputSP

Koraput Town, Koraput | Jun 22, 2026

ପଟାଙ୍ଗି, ସେମିଳିଗୁଡା, ନନ୍ଦପୁର, ଦାମନଯୋଡି ଭଳି ଅଞ୍ଚଳର ପିଲାଙ୍କ ପାଇଁ ସମସ୍ୟା ଥିଲା। NEET ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନର ବସ ବ୍ୟବସ୍ଥା ପରିଚାଳନା ଭୁଲ୍ ଥିବା ଅଭିଯୋଗ ଆଣିଲେ ଅଭିଭାବକ।

ପଟାଙ୍ଗି, ସେମିଳିଗୁଡା, ନନ୍ଦପୁର, ଦାମନଯୋଡି ଭଳି ଅଞ୍ଚଳର ପିଲାଙ୍କ ପାଇଁ ସମସ୍ୟା ଥିଲା। NEET ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନର ବସ ବ୍ୟବସ୍ଥା ପରିଚାଳନା ଭୁଲ୍ ଥିବା ଅଭିଯୋଗ ଆଣିଲେ ଅଭିଭାବକ।

Koraput Town, Koraput | Jun 22, 2026