Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଞ୍ଜନଗର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ସଲପତଇଲା ଗାଁରେ ଏକ ଅଦିବାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Bhanjanagar, Ganjam | Jan 8, 2026
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ସଲପତଇଲା ଗାଁରେ ଏକ ଅଦିବାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅ।ଦିବାସୀ ବୈଠକ ଅ।ଜି ଦିନ 10 ଘଣ୍ଟ ସମୟରେ ହୋଇଥିବାର ଖବର ମିଳିଥିବା ବେଳେ ଜଗନ୍ନାଥପ୍ରସାଦ ବ୍ଲକର ଉପାଧ୍ୟକ୍ଷ ନିଳାଚଂଳ ଖିଲାର ଯୋଗ ଦେଇ ଗ୍ରାମର ବିଭିନ୍ନ ସମସ୍ୟା ଓ ତାର କିଭଳି ଭାବରେ ସମାଧାନ ହୋଇପାରିବ ସେ ନେଇ ଅ।ଲୋକପାତ କରିଥିଲେ । ବୈଠକରେ ଗ୍ରାମର ସମସ୍ତ ଜନସାଧାରଣ ଯୋଗ ଦେଇଥିଲେ ।

MORE NEWS

ଭଞ୍ଜନଗର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ସଲପତଇଲା ଗାଁରେ ଏକ ଅଦିବାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । - Bhanjanagar News