ନୀଳଗିରି: MMDR ଆକ୍ଟ ସଂଶୋଧନ ବିରୋଧରେ ବିଧାନସଭା ସମ୍ମୁଖରେ ବିଜେଡିର ବିକ୍ଷୋଭ
ଏମ୍ ଏମ୍ ଡି ଆର୍ ଆକ୍ଟ ସଂଶୋଧନ ପ୍ରତ୍ୟାହାର ଦାବିରେ ବିଧାନସଭା ସମ୍ମୁଖରେ ବିଜୁ ଜନତା ଦଳର ପ୍ରତିବାଦ। ଆନ୍ଦୋଳନରେ ଯୋଗଦେଲେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ। ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ।