ନୂଆପଡା: ନୂଆପଡ଼ାରେ ଦୁର୍ଗାପୂଜା ମଣ୍ଡପ ବୁଲିଲେ ମହାମାୟା ଶିକ୍ଷା ଅନୁଷ୍ଠାନର ନିର୍ଦ୍ଦେଶକ ଟଙ୍କଧର ସାହୁ
ନୂଆପଡ଼ାରେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କଲେ ମହାମାୟା ଶିକ୍ଷା ଅନୁଷ୍ଠାନର ନିର୍ଦ୍ଦେଶକ ଟଙ୍କଧର ସାହୁ। ପୂଜା କମିଟିର ସଦସ୍ୟ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମୟ ବିତାଇବା ସହ ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ।