ନିମାପଡା: ନିମାପଡ଼ା ପୂଜା ମଣ୍ଡପ ବୁଲିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Nimapada, Puri | Oct 20, 2026 ଶାରଦୀୟ ଦୁର୍ଗାପୂଜା ଅବସରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଲେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବଡ଼ଗାଁ ଗ୍ରାମପଞ୍ଚାୟତରେ ତାଙ୍କୁ ମିଳିଲା ଭବ୍ୟ ସ୍ୱାଗତ।