ଧର୍ମଶାଳା: ଯାଜପୁର ରମ୍ପାସ ଗ୍ରାମରେ ପାଳିତ ହେଲା ବାୟୁସେନା ଦିବସ
ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ରମ୍ପାସ ଗ୍ରାମରେ ଭାରତୀୟ ବାୟୁସେନା ଦିବସ ପାଳିତ ହୋଇଛି। ବୀର ଯବାନଙ୍କ ତ୍ୟାଗକୁ ମନେ ପକାଇବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।