ରାୟଗଡା: ମିଶନ ଶକ୍ତି ବିଭାଗର ଗୋଷ୍ଟି ସହାୟିକା କର୍ମୀଙ୍କର ବିଭିନ୍ନ ଦାବୀକୁ ନେଇ ଗଣ ଧାରଣା ବେଳେ ସ୍ଥାନୀୟ
ମହିଳା ଙ୍କ ପ୍ରତିକ୍ରିୟା
ମିଶନ ଶକ୍ତି ବିଭାଗର ଗୋଷ୍ଟି ସହାୟିକା କର୍ମୀଙ୍କର ବିଭିନ୍ନ ଦାବୀକୁ ନେଇ ଗଣ ଧାରଣା ବେଳେ ମହିଳା ପ୍ରତିକ୍ରିୟା ରଖିଛନ୍ତି ତାଙ୍କର ସମସ୍ତ ଦାବୀ ସରକାର ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି