Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସହରସେବା ସମିତି "ପ୍ରତିଷ୍ଠା ଦିବସ " ରେ କୋଏଲନଗର ସ୍ଥିତ ଅବସର ଭବନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି

Raurkela M, Sundargarh | Nov 21, 2025
ନଭେମ୍ବର ୨୧ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟରୁ ରାତି ପ୍ରାୟ ୧୧ ଟା ପର୍ଯ୍ୟନ୍ତ ସହର ସେବା ସମିତିର "ପ୍ରତିଷ୍ଠା ଦିବସ " ଉତ୍ସବ ଆନୁକୂଲ୍ୟରେ କୋଏଲନଗର ସ୍ଥିତ "ଡ଼ି " ବ୍ଲକ ଠାରେ ଥିବା ଅବସର ଭବନ ପରିସରରେ ଏକ "ସଂଗୀତ ସନ୍ଧ୍ୟା " ଅନୁଷ୍ଠିତ ହୋଇଯାଇଛି, ଏହା ଟୁନା ମହାନ୍ତିଙ୍କ ଆୟୋଜନରେ ସଂଗୀତ ସନ୍ଧ୍ୟା ଉତ୍ସବରେ କଳାକାରମାନଙ୍କ ସୁନ୍ଦର ସୁନ୍ଦର ସଂଗୀତରେ ଉପସ୍ଥିତ ସଂଗୀତ ପ୍ରେମୀମାନେ ପ୍ରଫୁଲିତ ହୋଇଥିଲେ, ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଉର୍ଧ୍ଵ ଜନତା ଉପସ୍ଥିତ ରହି ସଂଗୀତର ମଜା ଉଠେଇଥିଲେ