Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ବାରିପଦା ମ୍ୟୁନିସିପାଲଟି: ଶିମିଳିପାଳର ଉପର ବାରହାକାମୁଡା ରେ ସର୍ବନିମ୍ନ ୬ ଡିଗ୍ରୀ ସେଲସିୟସ ରେକର୍ଡ ନେଇ RCCF ଙ୍କ ସୂଚନା

Baripada M, Mayurbhanj | Nov 19, 2025
ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୬ ଡିଗ୍ରୀ ସେଲସିୟସ ତାପମାତ୍ରା ଛୁଇଁଥିବା ବେଳେ ଚହଲା ରେ ୭ଡିଗ୍ରୀ, ବରେହିପାଣି ଓ ଗୁଡୁଗୁଡିଆ ରେ ୧୦ ଡିଗ୍ରୀ , କିଆଝରି ରେ ୧୫ ଡିଗ୍ରୀ, ରାମତୀର୍ଥ ରେ ୧୪ ଡିଗ୍ରୀ ଓ ସାତକୋଶିଆ ରେ ୧୬ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା RCCF ପ୍ରକାଶ ଚାନ୍ଦ ଗୋଗୀନେନି ଏନେଇ ସୂଚନା ଦେଇଛନ୍ତି।

MORE NEWS