Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

#ଗଣଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବିରେ_ବିଜେଡିର_ବିକ୍ଷୋଭ_ଜିଲ୍ଲାପାଳଙ୍କୁ_ଦାବିପତ୍ର_ପ୍ରଦାନ

Koraput Town, Koraput | Jul 18, 2026

MORE NEWS

ବୋରିଗୁମ୍ମା-ସହର ର ଅଜଧ୍ୟା ନଗର ପ୍ରଥମ ଗଳି ରାସ୍ତା ମରାମତି ନେଇ ବ୍ଲକ ପ୍ରଶାସନ ନିକଟରେ  ବାରମ୍ବାର  ଦାବି ସ୍ୱତ୍ତ୍ୱେ  ମରାମତି ହେଲାନି।ବର୍ଷା ଦିନେ ରାସ୍ତା କାଦ ପଚ ପଚ ଶେଷରେ ସାହି ବାସିନ୍ଦା ନିଜେ ଚାନ୍ଦା କରି ରାସ୍ତା ର ମରାମତି କାର୍ଯ୍ୟ କରୁଛନ୍ତି।
ପ୍ରଶାସନ ରାସ୍ତା କାଦ କଲେ ଆମେ ତାକୁ  ଡ୍ରେସିଂ କରିଛୁ ବୋଲି କହିଲେ ସ୍ଥାନୀୟ ବାସିନ୍ଦା

ବୋରିଗୁମ୍ମା-ସହର ର ଅଜଧ୍ୟା ନଗର ପ୍ରଥମ ଗଳି ରାସ୍ତା ମରାମତି ନେଇ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି ସ୍ୱତ୍ତ୍ୱେ ମରାମତି ହେଲାନି।ବର୍ଷା ଦିନେ ରାସ୍ତା କାଦ ପଚ ପଚ ଶେଷରେ ସାହି ବାସିନ୍ଦା ନିଜେ ଚାନ୍ଦା କରି ରାସ୍ତା ର ମରାମତି କାର୍ଯ୍ୟ କରୁଛନ୍ତି। ପ୍ରଶାସନ ରାସ୍ତା କାଦ କଲେ ଆମେ ତାକୁ ଡ୍ରେସିଂ କରିଛୁ ବୋଲି କହିଲେ ସ୍ଥାନୀୟ ବାସିନ୍ଦା

Koraput Town, Koraput | Jul 28, 2026

ବୋରିଗୁମ୍ମା-ସହର ର ଅଜଧ୍ୟା ନଗର ପ୍ରଥମ ଗଳି ରାସ୍ତା ମରାମତି ନେଇ ବ୍ଲକ ପ୍ରଶାସନ ନିକଟରେ  ବାରମ୍ବାର  ଦାବି ସ୍ୱତ୍ତ୍ୱେ  ମରାମତି ହେଲାନି।ବର୍ଷା ଦିନେ ରାସ୍ତା କାଦ ପଚ ପଚ ଶେଷରେ ସାହି ବାସିନ୍ଦା ନିଜେ ଚାନ୍ଦା କରି ରାସ୍ତା ର ମରାମତି କାର୍ଯ୍ୟ କରୁଛନ୍ତି।
ବର୍ଷା ଦିନ

ବୋରିଗୁମ୍ମା-ସହର ର ଅଜଧ୍ୟା ନଗର ପ୍ରଥମ ଗଳି ରାସ୍ତା ମରାମତି ନେଇ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି ସ୍ୱତ୍ତ୍ୱେ ମରାମତି ହେଲାନି।ବର୍ଷା ଦିନେ ରାସ୍ତା କାଦ ପଚ ପଚ ଶେଷରେ ସାହି ବାସିନ୍ଦା ନିଜେ ଚାନ୍ଦା କରି ରାସ୍ତା ର ମରାମତି କାର୍ଯ୍ୟ କରୁଛନ୍ତି। ବର୍ଷା ଦିନ

Koraput Town, Koraput | Jul 28, 2026

#ବୋରିଗୁମ୍ମା #କାନ୍ଥ #ଡେଇ #ପୁଣି #ସ୍କୁଲଭିତରେ #ପଶୁଛି #ଭାଲୁ
#ଦୃଷ୍ଟି #ଦେଉନି #ବନ #ବିଭାଗ #ଅସନ୍ତୋଷ #ଗ୍ରାମବାସୀ
ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଏବେ ଭାଲୁ ଆତଙ୍କ। ପାଚେରୀ କାନ୍ଥ ଦେଇ  ପୁଣି ସ୍କୁଲ ଭିତରେ  ପଶୁଛି ଭାଲୁ।  ଏହି ଭାଲୁ ପ୍ରତ୍ୟେକ ଦିନ ରାତ୍ର ୦୯ ଘଣ୍ଟା ରେ ଆସୁଛି ।ଏହି ଭାଲୁ କୁ ଦେଖି  ଛତ୍ର ବାସ ରେ ରହୁଥିବା ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭୟଭିୟ ହୋଇଛନ୍ତି।ଏହି ଭିଡିଓ ଗତକାଲି ରାତି ରେ ଭାଲୁ ଭିରରେ ପଶିବା ବେଳେ ପୁଣି ଭିଡିଓ କଡ଼ାଯାଇଛି।ବନ ବିଭାଗର ଦୃଷ୍ଟି ନ ପଡିବା ନେଇଗ୍ରାମବାସୀଙ୍କ ଅସନ୍ତୋଷ।

#ବୋରିଗୁମ୍ମା #କାନ୍ଥ #ଡେଇ #ପୁଣି #ସ୍କୁଲଭିତରେ #ପଶୁଛି #ଭାଲୁ #ଦୃଷ୍ଟି #ଦେଉନି #ବନ #ବିଭାଗ #ଅସନ୍ତୋଷ #ଗ୍ରାମବାସୀ ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଏବେ ଭାଲୁ ଆତଙ୍କ। ପାଚେରୀ କାନ୍ଥ ଦେଇ ପୁଣି ସ୍କୁଲ ଭିତରେ ପଶୁଛି ଭାଲୁ। ଏହି ଭାଲୁ ପ୍ରତ୍ୟେକ ଦିନ ରାତ୍ର ୦୯ ଘଣ୍ଟା ରେ ଆସୁଛି ।ଏହି ଭାଲୁ କୁ ଦେଖି ଛତ୍ର ବାସ ରେ ରହୁଥିବା ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭୟଭିୟ ହୋଇଛନ୍ତି।ଏହି ଭିଡିଓ ଗତକାଲି ରାତି ରେ ଭାଲୁ ଭିରରେ ପଶିବା ବେଳେ ପୁଣି ଭିଡିଓ କଡ଼ାଯାଇଛି।ବନ ବିଭାଗର ଦୃଷ୍ଟି ନ ପଡିବା ନେଇଗ୍ରାମବାସୀଙ୍କ ଅସନ୍ତୋଷ।

Koraput Town, Koraput | Jul 28, 2026

ବୋରିଗୁମ୍ମା-ଉତ୍ତରପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ଠାରେ ଜାତୀୟ ସ୍ତରୀୟ ନେକଷ୍ଟ ଜେନ ଆଇକୋନିକ ମିସ ଇଣ୍ଡିଆ 2026 ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ପ୍ରତିଯୋଗିତା  ରେ   ବୋରିଗୁମ୍ମା ର ଏନ ତ୍ରିଶା ତନ୍ୟା ଭାରତର ଭିନ୍ନ ଭିନ୍ନ ସହର ର 24 ଜଣ ଫାଇନାଲିଷ୍ଟ ଙ୍କ ମଧ୍ୟରୁ ରୋନେରସ ଅପ ର ମୁକୁଟ ସହ ମିସ ଏକଷ୍ଟ୍ରା ଅର୍ଡିନେରୀ ଏବଂ ଵେଷ୍ଟ ଟ୍ୟାଲେଣ୍ଟ ର ମାନ୍ୟତା ପାଇଥିଲେ।
 ତାଙ୍କୁ ଏହି ମୁକୁଟ ସହ ଟ୍ରଫି, ଟାଇଟଲ ଟେଲି ତାରକା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବଂ ସିନେ ପ୍ରଯୋଜିକା ଏକତା କପୁର ପ୍ରଦାନ କରିଥିଲେ।
ଏନ ତ୍ରିଶା ତନ୍ୟା ଶିକ୍ଷକ ଏନ ରାଜେଶ କୁମାର ଓ ଜି ଗାୟତ୍ରୀ ଙ୍କ ବଡ଼ ଝିଅ ଅଟନ୍ତି।ସେ ଏକା ଧାରରେ ଲେଖିକା ଏବଂ  ଇଂରାଜୀ ଭାଷାର ସ୍ନାତକୋତ୍ତର  ଛାତ୍ରୀ।ତାଙ୍କ ସଫଳତାରେ ବୋରିଗୁମ୍ମା ପିଜେଣ୍ଟ ଓ ମଡେଲିଂ କ୍ଷେତ୍ର ରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି।

ବୋରିଗୁମ୍ମା-ଉତ୍ତରପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ଠାରେ ଜାତୀୟ ସ୍ତରୀୟ ନେକଷ୍ଟ ଜେନ ଆଇକୋନିକ ମିସ ଇଣ୍ଡିଆ 2026 ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ପ୍ରତିଯୋଗିତା ରେ ବୋରିଗୁମ୍ମା ର ଏନ ତ୍ରିଶା ତନ୍ୟା ଭାରତର ଭିନ୍ନ ଭିନ୍ନ ସହର ର 24 ଜଣ ଫାଇନାଲିଷ୍ଟ ଙ୍କ ମଧ୍ୟରୁ ରୋନେରସ ଅପ ର ମୁକୁଟ ସହ ମିସ ଏକଷ୍ଟ୍ରା ଅର୍ଡିନେରୀ ଏବଂ ଵେଷ୍ଟ ଟ୍ୟାଲେଣ୍ଟ ର ମାନ୍ୟତା ପାଇଥିଲେ। ତାଙ୍କୁ ଏହି ମୁକୁଟ ସହ ଟ୍ରଫି, ଟାଇଟଲ ଟେଲି ତାରକା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବଂ ସିନେ ପ୍ରଯୋଜିକା ଏକତା କପୁର ପ୍ରଦାନ କରିଥିଲେ। ଏନ ତ୍ରିଶା ତନ୍ୟା ଶିକ୍ଷକ ଏନ ରାଜେଶ କୁମାର ଓ ଜି ଗାୟତ୍ରୀ ଙ୍କ ବଡ଼ ଝିଅ ଅଟନ୍ତି।ସେ ଏକା ଧାରରେ ଲେଖିକା ଏବଂ ଇଂରାଜୀ ଭାଷାର ସ୍ନାତକୋତ୍ତର ଛାତ୍ରୀ।ତାଙ୍କ ସଫଳତାରେ ବୋରିଗୁମ୍ମା ପିଜେଣ୍ଟ ଓ ମଡେଲିଂ କ୍ଷେତ୍ର ରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି।

Koraput Town, Koraput | Jul 28, 2026

କୋରାପୁଟ ୧୪ନଂ ୱାର୍ଡରେ ସଫାଇ ଆପନାଓ ରୋଗ ଭାଗାଓ" ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ @amoodishalive #news #koraput #SwacchBharatAbhiyan #highlightseveryonefollowers #nonfollowers

କୋରାପୁଟ ୧୪ନଂ ୱାର୍ଡରେ ସଫାଇ ଆପନାଓ ରୋଗ ଭାଗାଓ" ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ @amoodishalive #news #koraput #SwacchBharatAbhiyan #highlightseveryonefollowers #nonfollowers

Koraput Town, Koraput | Jul 28, 2026

#ଗଣଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବିରେ_ବିଜେଡିର_ବିକ୍ଷୋଭ_ଜିଲ୍ଲାପାଳଙ୍କୁ_ଦାବିପତ୍ର_ପ୍ରଦାନ - Koraput Town News