ବୋରିଗୁମ୍ମା-ସହର ର ଅଜଧ୍ୟା ନଗର ପ୍ରଥମ ଗଳି ରାସ୍ତା ମରାମତି ନେଇ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି ସ୍ୱତ୍ତ୍ୱେ ମରାମତି ହେଲାନି।ବର୍ଷା ଦିନେ ରାସ୍ତା କାଦ ପଚ ପଚ ଶେଷରେ ସାହି ବାସିନ୍ଦା ନିଜେ ଚାନ୍ଦା କରି ରାସ୍ତା ର ମରାମତି କାର୍ଯ୍ୟ କରୁଛନ୍ତି।
ପ୍ରଶାସନ ରାସ୍ତା କାଦ କଲେ ଆମେ ତାକୁ ଡ୍ରେସିଂ କରିଛୁ ବୋଲି କହିଲେ ସ୍ଥାନୀୟ ବାସିନ୍ଦା
Koraput Town, Koraput | Jul 28, 2026