Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
newsodiaodisha
Dhenkanal Sadar, Dhenkanal
| Jul 25, 2026
MORE NEWS
ପୁରୀରେ ମହଣ ମହଣ ସୁନା ରେ ଶ୍ରୀ ହରି ଏକାଦଶୀ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସୁବର୍ଣ୍ଣ ଅଳଙ୍କାର ବେଶ,,Jay Jagannath (Puri) News odia odisha Jay Jagannath TV
Dhenkanal Sadar, Dhenkanal | Jul 25, 2026
ଢେଙ୍କାନାଳ ରେ ମହାପ୍ରଭୁ ଙ୍କ ସୁନାବେଶ ଅନୁଷ୍ଠିତ....ଆଜି ପ୍ରଭୁ ସୁନାରେ ଝଟକୁଛନ୍ତି...#sunabesa #jayjagannath
Dhenkanal Sadar, Dhenkanal | Jul 25, 2026
କପିଳାସ "ବାରବାଙ୍କ"ରାସ୍ତା ରେ ଲଗାଣ ବର୍ଷା ଫଳରେ ମାଟି ଅତଡ଼ା ଖସି ଗଛ ଲତା ସବୁ ରାସ୍ତା ଉପରେ ପଡ଼ିବା ଫଳରେ ଯାନ ବାହନ ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗ ଏହାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।#public #newsodiaodisha #dhenkanal #vairalvideo #facebookreelsviralviralシfypシ゚2026
Dhenkanal Sadar, Dhenkanal | Jul 25, 2026
ଗନ୍ଦିଆ ବ୍ଲକର ଗୁଣ୍ଡୁରାପଶି MIP ପ୍ରତି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦିଅନ୍ତୁ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରାପଶି MIPରେ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ପ୍ରକଳ୍ପର ସୁରକ୍ଷା ସହ ଚାଷୀମାନଙ୍କ ସ୍ୱାର୍ଥ ମଧ୍ୟ ବିପଦରେ ପଡ଼ିଛି। ସ୍ଥାନୀୟ ଜନସାଧାରଣ ବାରମ୍ବାର ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ବିଳମ୍ବ ହେଲେ ଘାଇ ଆହୁରି ବଡ଼ ହେବା ସହିତ ପ୍ରକଳ୍ପର ବ୍ୟାପକ କ୍ଷତି ଘଟିପାରେ ଏବଂ ଚାଷୀମାନେ ମଧ୍ୟ ଜଳସେଚନ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଅତଏବ, ସମ୍ପୃକ୍ତ ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସ୍ଥଳ ପରିଦର୍ଶନ, ଆବଶ୍ୟକ ମରାମତି କାର୍ଯ୍ୟ ଓ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମୋର ଦୃଢ଼ ଦାବି। #public#vairalvidio#newsodiaodisha #facebookreelsviralviralシfypシ゚2026 #gandia
Dhenkanal Sadar, Dhenkanal | Jul 25, 2026