Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କବିସୂର୍ଯ୍ୟନଗର: ଵାଦର୍ଖପଲ୍ଲୀ ଗ୍ରାମରେ ପୋଖରୀରେ ବୁଡି ଜଣେ ମୃତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ବାଦର୍ଖପଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀ କୁ ଗାଧୋଇବାକୁ ଯାଇଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ (43) ପିତା ଜୟ ସ୍ଵାଇଁ ଆଉ ଘରକୁ ଫେରିନଥିଲେ। । ଅସାବଧାନତା କାରଣରୁ ତାଙ୍କ ଗୋଡ ଖସି ସେ ପୋଖରୀ ରେ ବୁଡିଯାଇଥିବା ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ପରିବାର ଲୋକେ ସଙ୍ଗେ ସଙ୍ଗେ 108 ଆମ୍ବୁଲଆନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଶୁଣିବାକୁ ପାଇ ପରିବାର ଲୋକଙ୍କ ସମେତ ଗ୍ରାମ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
କବିସୂର୍ଯ୍ୟନଗର: ଵାଦର୍ଖପଲ୍ଲୀ ଗ୍ରାମରେ ପୋଖରୀରେ ବୁଡି ଜଣେ ମୃତ - Kabisuryanagar News