ପରଜଙ୍ଗ: ଗଦାଶିଳାରେ ‘ଆଙ୍ଗନ କା ଉତ୍ସବ’: ସମ୍ମାନିତ ହେଲେ ଅଙ୍ଗନବାଡ଼ି ଓ ଆଶା କର୍ମୀ
ଢେଙ୍କାନାଳ ଗଦାଶିଳାଠାରେ ସେବା ସଂକଳ୍ପ ଅଭିଯାନ-2026 ଅଧୀନରେ ‘ଆଙ୍ଗନ କା ଉତ୍ସବ’ ଅନୁଷ୍ଠିତ। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଓ ଜନସେବାର ବାର୍ତ୍ତା ଦେଇଛି।