କୋର୍ଟ ପରିସରରେ ହଙ୍ଗାମା: ଦ୍ୱିତୀୟ ବିବାହ ଅଭିଯୋଗ ଆଣି ସ୍ୱାମୀଙ୍କୁ ପିଟିଲେ ପତ୍ନୀ !
ପାରିବାରିକ ବିବାଦର ଶୁଣାଣି ପାଇଁ ଗାଜିଆବାଦରୁ ଆସିଥିବା ଜଣେ ମହିଳା କୋର୍ଟରେ ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗରେ ନିର୍ଧୂମ ପିଟିଥିଲେ।
#CourtroomDrama
#RampurNews
#FamilyDispute
#ViralVideo
#TrendingNews
Bhubaneswar M Corp, Khordha | Sep 23, 2026