ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲା ରେ 7ଅସାଧୁ ପରୀକ୍ଷାର୍ଥୀଙ୍କୁ ଧରିଲା ଏଆଇ,ନିଜ ଅଫିସ ରେ ପ୍ରତିକ୍ରିୟା ରଖିଲେ ଉଚ୍ଚ ମଧ୍ୟମିକ ପରିଷଦ ର ଉପ ସମ୍ପାଦକ
7 ଅସାଧୁ ପରୀକ୍ଷାର୍ଥୀଙ୍କୁ ଧରିଲା ଏଆଇ - ମାଟ୍ରିକ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ୭ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏମାନଙ୍କୁ ବରଂ କୌଣସି ସ୍କ୍ୱାଡ଼ ଧରିନାହାନ୍ତି, ପ୍ରଥମ କରି ଉପଯୋଗରେ ଆସିଥିବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏମାନଙ୍କୁ ଧରିଥିବା ଶିକ୍ଷାବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪ଟି ସ୍କ୍ୱାଡ଼ ସମ୍ବଲପୁର ଜିଲାର ୨୦ଟି ପରୀକ୍ଷାକେନ୍ଦ୍ରରେ ଯାଞ୍ଚ କରିଥିଲେ।