କେନ୍ଦୁଝର ସହର: ଆନନ୍ଦପୁର ପୌରପାଳିକା ୧୬ ନଂ ୱାଡ଼ ପମ୍ପ ହାଉସ କର୍ମଚାରୀ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କାଉନସିଲର
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ର ୧୬ ନମ୍ବର ୱାର୍ଡ ର ଭୂତଳ ଜଳ ସମ୍ପଦ ପମ୍ପ ହାଉସ ରେ ଆସ୍ଥାଇ କର୍ମଚାରୀ ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ କାଉନସିଲର ଲିନାରାଣି ସାହୁ । ସୂଚନା ଅନୁଯାୟୀ ଆସ୍ଥାଇ କର୍ମଚାରୀ ଶୈଲଙ୍କ ଗ୍ରାମର ରଞ୍ଜନ କୁମାର ରାଉତରାୟ ଦୀର୍ଘ ଦିନ ଧରି ପମ୍ପ ହାଉସ କୁ ନିଜ ଆଡା ଘର କରି ରହିବା ସହ ସେଠାରେ AC ,ଓ ମଟର ବେବହାର କରୁଥିବା ମଧ୍ୟ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।