ବିରିଡି ବ୍ଲକରେ ବ୍ୟାପକ ଅନିୟମିତତା ନେଇ ବ୍ଲକ ଆସିଛୁ ଜବାବ ମାଗୁଛୁ ସ୍ଲୋଗାନ ନେଇ ବିରିଡି ବ୍ଲକ କଂଗ୍ରେସ ପକ୍ଷରୁ ବିରିଡି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ ଭତ୍ତା , ଆବାସ ଯୋଜନା,ରାସନ କାର୍ଡ ,ସୁଭଦ୍ରା ଯୋଜନାରେ ବ୍ୟାପକ ଅନିୟମିତତା ହେବା ସହ ବ୍ଲକ ସ୍ତରରେ ଦୁର୍ନୀତି ,ଭଷ୍ଟାଚାର ଓ ରାଜନୈତିକ ଭେଦଭାବ ସହ ବିଭିନ୍ନ ପଞ୍ଚାୟତର ବିଭିନ୍ନ ସମସ୍ୟାର ଅଭିଯୋଗ ନେଇ ଏହି ଧାରଣା ଦିଆଯାଇଛି ।
#apnodia #jagatsinghpur #biridiblock #CongressParty
Debaprasad Nayak Bhakta Charan Das APN ODIA