ରାୟଗଡା: କୁମ୍ବିକଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡ଼ି କଲୋନୀ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ପାଇଁ ରାସ୍ତା ରୋକ୍ ବେଳେ ମହିଳାଙ୍କ ପ୍ରତିକ୍ରିୟା
ରାୟଗଡ଼ା ବ୍ଲକ୍ କୁମ୍ବିକଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡ଼ି କଲୋନୀ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ପାଇଁ ରାସ୍ତା ରୋକ୍ ବେଳେ ମହିଳା ଜଣକ ପ୍ରତିକ୍ରିୟା ରଖିଛନ୍ତି