Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ଧର୍ମଗଡ: ଅଭିଯୁକ୍ତକୁ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବି ରେ କୋକସରା ଥାନା ଆଗରେ ଧାରଣାଦେଲେ ଡାଲଗୁମା ଗ୍ରାମବାସୀ ,କୋର୍ଟ ଚାଲାଣ ପରେ ପ୍ରତ୍ୟାହୃତ।

Dharamgarh, Kalahandi | Dec 11, 2025
କୋକସରା ଥାନା ଡାଲଗୁମା ଗ୍ରାମର ଚାଷୀ ଅଶୋକ ଚଣ୍ଡି ଓ ତାଙ୍କ ସମ୍ପର୍କୀୟ କାକା ନରସିଂହ ଚଣ୍ଡି ଗତ ୩ ତାରିଖ ନିଜ ଖଳା ନିକଟରେ ନିଆଁ ପୋଉଥିବା ବେଳେ ବେହେରା ପଟୁ ସେହି ଗ୍ରାମର ଯୁବକ ରାହୁଲ ଧରୁଆ ଏକ ବାଇକ ରେ ଦ୍ରୁତ ଗତିରେ ଆସି ରାସ୍ତା କଡ ରେ ନିଆଁ ପୋଉଥିବା ଅଶୋକ ଓ ନରସିଂହଙ୍କ ଉପରେ ଗାଡି ରେ ଧକ୍କା ଦେଇଥିଲା। ଅଶୋକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ହୋଇଥିଲା।ଏହି ଘଟଣାରେ ପରିବାର ଲୋକେ କୋକସରା ଥାନା ଆଗରେ ଧାରଣା ରେ ବସିଥିଲେ।

MORE NEWS