ଡାବୁଗାଁ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରେ ଚାଷୀଙ୍କୁ କୃଷି ବିଭାଗ ତରଫରୁ ମାଗଣା ରେ ନାକଚଣା ବିହନ ବଣ୍ଟନ କରାଯାଇଛି । ଏହି ସମୟରେ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହ ବିଭାଗୀୟ କର୍ମଚାରି ମାନେ ଉପସ୍ଥିତି ଥିଲେ। ଆଜି 30ରୁ ଉର୍ଦ୍ଧ ଚାଷୀଙ୍କୁ ନାକଚନା ବିହନ ବଣ୍ଟା ଯାଇଥିଲା। ଆଗମି ଦିନରେ ଡାବୁଗାଁର ସମସ୍ତ ଗ୍ରାମର ଚାଷୀଙ୍କୁ ନାକଚଣା ବଣ୍ଟନ କରାଯିବ ବୋଲି କୃଷି ଅଧିକାରୀ ସୁଧେଷ୍ଣା ଧଳ ସୂଚନା ଦେଇଛନ୍ତି ।