Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
Haryana

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ରୋଗୀଙ୍କୁ ଚେୟାରରେ ବସାଇ ଦିଆଯାଉଛି ସାଲାଇନ, ଫୋଟ ଭିଡିଓ ଭାଇରାଲ

Malkangiri, Malkangiri | Sep 16, 2025
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ନାହି ଯଥେଷ୍ଟ ପରିମାଣର ଖଟିଆ, ରୋଗୀ ଚେୟାରରେ ବସି ନେଉଛନ୍ତି ସଲାଇନ। କିଛି ଏପରି ଚିତ୍ର ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଏହା ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁଥିରେ ଜଣେ ରୋଗୀଙ୍କୁ ଗୋଟିଏ ସାଲାଇନ ଲାଗିଥିବାର ଫୋଟ ଦେଖିବାକୁ ମିଳିଥିବା ବେଳେ ରୋଗୀ ଜଣଙ୍କ ଏକ ଚେୟାରରେ ବସି ଏହି ସାଲାଇନ ନେଉଥିବା ଦେଖା ଯାଇଛି। ଏହା ସହ ସାଲାଇନକୁ ରଖିବା ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଏହି ସାଲାଇନଟିକୁ ନିଜ ହାତରେ ଧରିଛନ୍ତି।

MORE NEWS

ମାଲକାନଗିରି : ହକ୍ ପାଇଁ ଗର୍ଜିଲା ଆଶା କର୍ମୀ ସଂଘ! ୯ ଦଫା ଦାବି ନେଇ ଆଜିଠାରୁ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟବ୍ୟାପୀ ମହାନ ସଂଗ୍ରାମ!

​#Malkangiri #AshaKarmieAndolan #AshaWorkersProtest #MalkangiriNews #DailyMalkangiri #OdishaAshaAssociation #HealthWorkers #OdishaNews #LaborRights #NHMOdisha

ମାଲକାନଗିରି : ହକ୍ ପାଇଁ ଗର୍ଜିଲା ଆଶା କର୍ମୀ ସଂଘ! ୯ ଦଫା ଦାବି ନେଇ ଆଜିଠାରୁ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟବ୍ୟାପୀ ମହାନ ସଂଗ୍ରାମ! ​#Malkangiri #AshaKarmieAndolan #AshaWorkersProtest #MalkangiriNews #DailyMalkangiri #OdishaAshaAssociation #HealthWorkers #OdishaNews #LaborRights #NHMOdisha

Malkangiri, Malkangiri | Jul 9, 2026

ନଅ ଦଫା ଦାବି ନେଇ ରାଜ ରାସ୍ତାରେ ଓହ୍ଲାଇଛନ୍ତି ଶତାଧିକ ଆଶା କର୍ମୀ । ଦାବି ପୁରଣ କରିବା ଲାଗି ମାଲକାନଗିରି ଜିଲ୍ଲାରେ ବିଶାଳ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାକର୍ମୀ । ଚାକିରି ସ୍ଥାୟୀ କରିବା ସହ ମାସିକ ଦରମା 7 ହଜାର ରୁ 26 ହଜାର କୁ ବୃଦ୍ଧି କରିବା । ସାମାଜିକ ସୁରକ୍ଷା ଓ ପେନ୍‌ସନ ବିମା ବ୍ୟବସ୍ଥା ଲାଗୁ କରିବା ଆଶା କର୍ମଚାରୀଙ୍କ ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର   ପ୍ରଦାନ କରିଛନ୍ତି ଆଶାକର୍ମୀ । ଦୀର୍ଘଦିନ ଆଶାକର୍ମୀ ମାନେ ଦାବି କରିଆସୁଥିଲେ ହେଁ ରାଜ୍ୟ ସରକାର ଆଶାକର୍ମୀଙ୍କୁ ଦୁଇଟି କାମ କହି 64 ଟି କାମ କରାଉଥିବା ଅଭିଯୋଗ ହୋଇଛି । ଖୁବ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆଶାକର୍ମୀ ଚେତାବନୀ ଦେଇଛନ୍ତି ।

୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର  ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦେଶକ 
ଚଢ଼ାଉରେ ଆହୁରି ୪.୯୦ ଲକ୍ଷ ଟଙ୍କା ଜବତ; ମୋଟ ନଗଦ ଜବତ ୬.୯୦ ଲକ୍ଷ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର

୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦେଶକ ଚଢ଼ାଉରେ ଆହୁରି ୪.୯୦ ଲକ୍ଷ ଟଙ୍କା ଜବତ; ମୋଟ ନଗଦ ଜବତ ୬.୯୦ ଲକ୍ଷ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର

Malkangiri, Malkangiri | Jul 8, 2026

ଏକତା ଆଗରେ ହାର ମାନିଲା ସମସ୍ୟା! କାଲିମେଳା MPV-81 ଗ୍ରାମବାସୀ ମିଶି ନିଜ ଶ୍ରମଦାନରେ ନିର୍ମାଣ କଲେ ବ୍ରିଜ୍‌!
ଗାଁ ମଝିରେ କେନାଲ, ଯାତାୟାତ ପାଇଁ ଭୋଗୁଥିଲେ ଅସୁବିଧା:
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲି ପଞ୍ଚାୟତର MPV-81 ଗ୍ରାମରୁ ଏକ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି। ଗାଁ ମଝିରେ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଦ୍ୟାଳୟ, ଖେଳପଡ଼ିଆ, ଦୁର୍ଗା ମଣ୍ଡପ ଓ ଅନ୍ୟ ଜନବସତିକୁ ଯିବା ପାଇଁ ଦୁଇ ମୁଣ୍ଡରେ ବ୍ରିଜ୍ ଥିଲେ ମଧ୍ୟ, ଲୋକଙ୍କୁ ପ୍ରାୟ ୧ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ବିଶେଷ କରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଏଥିପାଇଁ ଦୀର୍ଘ ଦିନ ହେବ ଅସୁବିଧା ସାମ୍ନା କରୁଥିଲେ।

#MalkangiriNews #MPV81 #Odisha

ଏକତା ଆଗରେ ହାର ମାନିଲା ସମସ୍ୟା! କାଲିମେଳା MPV-81 ଗ୍ରାମବାସୀ ମିଶି ନିଜ ଶ୍ରମଦାନରେ ନିର୍ମାଣ କଲେ ବ୍ରିଜ୍‌! ଗାଁ ମଝିରେ କେନାଲ, ଯାତାୟାତ ପାଇଁ ଭୋଗୁଥିଲେ ଅସୁବିଧା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲି ପଞ୍ଚାୟତର MPV-81 ଗ୍ରାମରୁ ଏକ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି। ଗାଁ ମଝିରେ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଦ୍ୟାଳୟ, ଖେଳପଡ଼ିଆ, ଦୁର୍ଗା ମଣ୍ଡପ ଓ ଅନ୍ୟ ଜନବସତିକୁ ଯିବା ପାଇଁ ଦୁଇ ମୁଣ୍ଡରେ ବ୍ରିଜ୍ ଥିଲେ ମଧ୍ୟ, ଲୋକଙ୍କୁ ପ୍ରାୟ ୧ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ବିଶେଷ କରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଏଥିପାଇଁ ଦୀର୍ଘ ଦିନ ହେବ ଅସୁବିଧା ସାମ୍ନା କରୁଥିଲେ। #MalkangiriNews #MPV81 #Odisha

Malkangiri, Malkangiri | Jul 8, 2026

ପୋଟେରୁ ଜଳସେଚନ ବିଭାଗର ଟେଣ୍ଡରକୁ ନେଇ ଚର୍ଚ୍ଚା: ଚୁକ୍ତି ସମ୍ପାଦନ ହେଲାନି, ନିୟମକୁ ନେଇ ଉଠିଲା ପ୍ରଶ୍ନ

ପୋଟେରୁ ଜଳସେଚନ ବିଭାଗର ଟେଣ୍ଡରକୁ ନେଇ ଚର୍ଚ୍ଚା: ଚୁକ୍ତି ସମ୍ପାଦନ ହେଲାନି, ନିୟମକୁ ନେଇ ଉଠିଲା ପ୍ରଶ୍ନ

Malkangiri, Malkangiri | Jul 8, 2026