ଛୋଟ ମାଛ ଧରି ବା ବା କରିବାରେ ନାହିଁ ଆଜ୍ଞା।କ୍ରିମିନାଲ ମାନଙ୍କୁ ଜୁଏଲ ଓରାମ ଆଶ୍ରୟ ଦେବା ସହ ତାଙ୍କ ଛତ୍ରଛାୟା ରେ ଫରେଷ୍ଟ ଲ୍ୟାଣ୍ଡ କବ୍ଜା କରି ରାଜକୀୟ ଅଫିସ, ଆରଏସପି କ୍ୱାଟର ହାତେଇବା ଭଳି ସାଂଘାତିକ କାମ ହେଉଥିବା ଅଭିଯୋଗ ଆଣିଲେ ଯୁବ ଆଦିବାସୀ ନେତ୍ରୀ ! ସର୍କିଟ ହାଉସ ଘଟଣାରେ ଜୁଏଲ ଙ୍କ ଇସ୍ତଫା ଦାବି କରି ରାଉରକେଲା ଏସପି ଏବଂ ଏଡିଏମ ଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଙ୍କୁ ଦାବିପତ୍ର ପଠାଇଲେ ଯୁବ ନେତ୍ରୀ ରଶ୍ମି ଏକ୍କା ଏବଂ ତାଙ୍କ ଟିମ ।