Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ଚାମେଲୀ ଙ୍କ ପାଖରେ ପହଞ୍ଚିଲେ ବିଜେଡି ନେତ୍ରୀ ବିଜେପି ବିଧାୟକଙ୍କ ଇଚ୍ଛା ପୂରଣ କରିବା ପାଇଁ ପୋଲିସ ଓ ପ୍ରଶାସନ ତତ୍ପର ହୋଇପଡ଼ିଛି। #Bjpfail#newsodiaodisha#public#vairalvideo #justiceforchameliojha BJP Odisha

MORE NEWS

ଢେଙ୍କାନାଳ ସହରରେ ଚାରି ଘଣ୍ଟା ଧରି ତାଣ୍ଡବ ବର୍ଷା ଭାଙ୍ଗିଲା ଗଛର ଡାଳ ପତ୍ର ଘରୁ ବାହାରିବା ଅସମ୍ଭବ #publicfigure #publicpost #newsodiaodisha #Dhenkanal

ଢେଙ୍କାନାଳ ସହରରେ ଚାରି ଘଣ୍ଟା ଧରି ତାଣ୍ଡବ ବର୍ଷା ଭାଙ୍ଗିଲା ଗଛର ଡାଳ ପତ୍ର ଘରୁ ବାହାରିବା ଅସମ୍ଭବ #publicfigure #publicpost #newsodiaodisha #Dhenkanal

Dhenkanal Sadar, Dhenkanal | Jun 14, 2026

ପହିଲିରଜ ଉପଲକ୍ଷେ ଆପଣଙ୍କ ସମସ୍ତିଙ୍କୁ ଅନେକ ଶୁଭେଚ୍ଛା 
#public #newsodiaodisha #raja #facebookreelsviralviralシfypシ゚2026 #odisha

ପହିଲିରଜ ଉପଲକ୍ଷେ ଆପଣଙ୍କ ସମସ୍ତିଙ୍କୁ ଅନେକ ଶୁଭେଚ୍ଛା #public #newsodiaodisha #raja #facebookreelsviralviralシfypシ゚2026 #odisha

Dhenkanal Sadar, Dhenkanal | Jun 14, 2026

ଢେଙ୍କାନାଳସଦର ରେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହି ସମ୍ଭବ କରିଥିଲେ 

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମର ଏକ ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା।ବଣ୍ଟନ କାର୍ଯ୍ୟ ସମେତ ଋତୁସ୍ରାବ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଗଲା।ଏଥିରେ ସମାଜସେବୀ ଶୁଭ ପଣ୍ଡା ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର କାର୍ଯ୍ୟକର୍ତ୍ତା ସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହିଥିଲେ।ସହଯୋଗର ହାତ ବଢ଼େଇ ଥିଲେ ସୁଦୀପା ମିଶ୍ର, ସୌମ୍ୟ ରଂଜନ ପାଢ଼ୀ, ବିଶ୍ୱଜିତ୍ ସେଠୀ ଓ ସୌମ୍ୟା ମିଶ୍ର।
Highlight#public #Dhenkanal

ଢେଙ୍କାନାଳସଦର ରେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହି ସମ୍ଭବ କରିଥିଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମର ଏକ ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା।ବଣ୍ଟନ କାର୍ଯ୍ୟ ସମେତ ଋତୁସ୍ରାବ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଗଲା।ଏଥିରେ ସମାଜସେବୀ ଶୁଭ ପଣ୍ଡା ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର କାର୍ଯ୍ୟକର୍ତ୍ତା ସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହିଥିଲେ।ସହଯୋଗର ହାତ ବଢ଼େଇ ଥିଲେ ସୁଦୀପା ମିଶ୍ର, ସୌମ୍ୟ ରଂଜନ ପାଢ଼ୀ, ବିଶ୍ୱଜିତ୍ ସେଠୀ ଓ ସୌମ୍ୟା ମିଶ୍ର। Highlight#public #Dhenkanal

Dhenkanal Sadar, Dhenkanal | Jun 13, 2026