Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

#ଗଣଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବିରେ_କୋରାପୁଟରେ_ବିଜେଡିର_ବିକ୍ଷୋଭ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନୂତନ ପାଠ୍ୟବହି ଯୋଗାଇ ଦେବା ଦାବିରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ବିକ୍ଷୋଭକାରୀମାନେ ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଅବ୍ୟବସ୍ଥା ଓ ପାଠ୍ୟବହି ବଣ୍ଟନରେ ବିଳମ୍ବକୁ ନେଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ବନ୍ଦ କରି ତୁରନ୍ତ ସମସ୍ତଙ୍କୁ ପାଠ୍ୟବହି ଯୋଗାଇ ଦେବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। #Koraput #BJD #StudentProtest #Education #TextBooks #OdishaNews

Koraput Town, Koraput | Jul 18, 2026

MORE NEWS

କୋରାପୁଟ ୧୪ନଂ ୱାର୍ଡରେ ସଫାଇ ଆପନାଓ ରୋଗ ଭାଗାଓ" ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ @amoodishalive #news #koraput #SwacchBharatAbhiyan #highlightseveryonefollowers #nonfollowers

କୋରାପୁଟ ୧୪ନଂ ୱାର୍ଡରେ ସଫାଇ ଆପନାଓ ରୋଗ ଭାଗାଓ" ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ @amoodishalive #news #koraput #SwacchBharatAbhiyan #highlightseveryonefollowers #nonfollowers

Koraput Town, Koraput | Jul 28, 2026

ଜୟପୁରରେ ଉତ୍ତେଜନା: ଗଣେଶ ମଣ୍ଡପ ନିକଟରେ ଆମିଷ ହୋଟେଲକୁ ନେଇ ବିବାଦ, ପ୍ରଶାସନ ପକ୍ଷରୁ ହୋଟେଲ ସିଲ୍

📍 ଜୟପୁର, ପ୍ରସାଦ ରାଓ ପେଟା: ଗଣେଶ ମଣ୍ଡପ ନିକଟରେ ଏକ ଆମିଷ ହୋଟେଲ ଖୋଲିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ହୋଟେଲକୁ ସିଲ୍ କରାଯାଇଛି।

ଘଟଣାକୁ ନେଇ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

📰 ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ।

#Jeypore #Koraput #Odisha #BreakingNews #GaneshMandap #PrasadRaoPeta #OpenLensNews #VoiceOfKoraput

ଜୟପୁରରେ ଉତ୍ତେଜନା: ଗଣେଶ ମଣ୍ଡପ ନିକଟରେ ଆମିଷ ହୋଟେଲକୁ ନେଇ ବିବାଦ, ପ୍ରଶାସନ ପକ୍ଷରୁ ହୋଟେଲ ସିଲ୍ 📍 ଜୟପୁର, ପ୍ରସାଦ ରାଓ ପେଟା: ଗଣେଶ ମଣ୍ଡପ ନିକଟରେ ଏକ ଆମିଷ ହୋଟେଲ ଖୋଲିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ହୋଟେଲକୁ ସିଲ୍ କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। 📰 ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ। #Jeypore #Koraput #Odisha #BreakingNews #GaneshMandap #PrasadRaoPeta #OpenLensNews #VoiceOfKoraput

Koraput Town, Koraput | Jul 28, 2026

କୋରାପୁଟ ସହରରୁ ସମସ୍ତ ମଦ ଦୋକାନ ସ୍ଥାନାନ୍ତର ପାଇଁ ତେଜୁଛି ସ୍ୱର!

ସକାଳୁ ପିଇବା ପାଣି ପାଇଁ ଲୋକେ ହଇରାଣ ହେଉଥିବା ବେଳେ, ମଦ ଦୋକାନ କିନ୍ତୁ ସହଜରେ ମିଳିଯାଉଛି। ଏହି ପରିସ୍ଥିତିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅନେକଙ୍କ ମତରେ, ସହର ଭିତରେ ଥିବା ମଦ ଦୋକାନଗୁଡ଼ିକୁ ସହର ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ। ପ୍ରଥମେ ଲୋକଙ୍କୁ ମୌଳିକ ସୁବିଧା—ବିଶେଷକରି ପିଇବା ପାଣି—ଉପଲବ୍ଧ କରାଯିବା ଆବଶ୍ୟକ ବୋଲି ଦାବି ଉଠୁଛି।
ଆପଣଙ୍କ ମତ କଣ?
କୋରାପୁଟ ସହରରୁ ମଦ ଦୋକାନଗୁଡ଼ିକୁ ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ କି?

💬 ନିଜ ମତାମତ କମେଣ୍ଟରେ ଜଣାନ୍ତୁ।

#Koraput #Odisha #KoraputNews #PublicOpinion #OpenLensNews #VoiceOfKoraput

କୋରାପୁଟ ସହରରୁ ସମସ୍ତ ମଦ ଦୋକାନ ସ୍ଥାନାନ୍ତର ପାଇଁ ତେଜୁଛି ସ୍ୱର! ସକାଳୁ ପିଇବା ପାଣି ପାଇଁ ଲୋକେ ହଇରାଣ ହେଉଥିବା ବେଳେ, ମଦ ଦୋକାନ କିନ୍ତୁ ସହଜରେ ମିଳିଯାଉଛି। ଏହି ପରିସ୍ଥିତିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନେକଙ୍କ ମତରେ, ସହର ଭିତରେ ଥିବା ମଦ ଦୋକାନଗୁଡ଼ିକୁ ସହର ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ। ପ୍ରଥମେ ଲୋକଙ୍କୁ ମୌଳିକ ସୁବିଧା—ବିଶେଷକରି ପିଇବା ପାଣି—ଉପଲବ୍ଧ କରାଯିବା ଆବଶ୍ୟକ ବୋଲି ଦାବି ଉଠୁଛି। ଆପଣଙ୍କ ମତ କଣ? କୋରାପୁଟ ସହରରୁ ମଦ ଦୋକାନଗୁଡ଼ିକୁ ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ କି? 💬 ନିଜ ମତାମତ କମେଣ୍ଟରେ ଜଣାନ୍ତୁ। #Koraput #Odisha #KoraputNews #PublicOpinion #OpenLensNews #VoiceOfKoraput

Koraput Town, Koraput | Jul 28, 2026