କଣ୍ଟାମାଳ: କଣ୍ଟାମାଳରେ ରାସ୍ତା କାମ ନହେଉଣୁ ଉଠିଲା ୮୭ ହଜାର ଟଙ୍କା, ତଦନ୍ତ ନିର୍ଦ୍ଦେଶ
କଣ୍ଟାମାଳ ବ୍ଲକର ପଲସାଗୋରା ପଞ୍ଚାୟତରେ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ। ୩ କିମି ରାସ୍ତା ପାଇଁ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ କାମ ନ ହୋଇ ୮୭,୬୦୦ ଟଙ୍କା ଉଠାଣ ହୋଇଛି। ବିଡିଓ ସାମି ଜୟଶ୍ରୀ ରେଡ୍ଡୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।