ପିପିଲି: ବଳଙ୍ଗା ପୀଡ଼ିତାକୁ ନ୍ୟାୟ ପ୍ରଦାନ ଦାବିରେ ସ୍ଥାନୀୟ ଟୋଲଗେଟ ଠାରେ ବିଜେଡି ପକ୍ଷରୁ ରାସ୍ତାରୋକ, ଘଟଣା ସ୍ଥଳରେ ପ୍ରତିକ୍ରିୟା ରଖିଲେ ପୁର୍ବତନ
Pipili, Puri | Aug 7, 2025 ବଳଙ୍ଗା ପୀଡ଼ିତାକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରଯାଇଛି। ଏହି ପରିପ୍ରେକ୍ଷୀରେ ପିପିଲି ବିଜେଡି ପକ୍ଷରୁ ସ୍ଥାନୀୟ ଟୋଲ ଗେଟ ଠାରେ ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଟାୟାର ଜାଳି ରାସ୍ତା ଅବରୋଧ କରାଯାଉଥିଲା। ଘଟଣା ସ୍ଥଳରେ ପୂର୍ବାହ୍ନ ୧୦ଟା ରେ ପୁର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।