Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଫୁଲବାଣୀ ସହର: ଓଏଫ୍‌ସ୍ଏସ୍ ପରୀକ୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ନିକେଶ ପ୍ରଧାନ ଉତ୍ତୀର୍ଣ୍ଣ ହୋଇଛନ୍ତି

ଓଏଫ୍‌ସ୍ଏସ୍ ପରୀକ୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ନିକେଶ ପ୍ରଧାନ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ୧୨୭ ତମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ଓ ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ।ତାଙ୍କର ଏ ର ଏହି ସଫଳତା ପାଇଁ ସେ ତାଙ୍କ ବାପା ଓ ମା ' ଏବଂ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ଓଡ଼ିଶା ବ୍ରିଗେଡ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ସେ ତାଙ୍କ ଶିକ୍ଷା ଆରମ୍ଭରୁ ପଞ୍ଚମ ଶ୍ରେଣ ଶ୍ରେଣୀ ପର୍ଯ୍ୟନ୍ତ ବ୍ରିଗେଡ ବିଦ୍ୟାଳୟରେ ପଢିବା ପରେ ସେ ଫୁଲବାଣୀଠାରେ ରେ ରହିଥ‌ିବା ନବୋଦୟ ଦ୍ୟାଳୟରେ ଦ୍ବାଦଶ ପଢ଼ିଥିଲେ।
ଫୁଲବାଣୀ ସହର: ଓଏଫ୍‌ସ୍ଏସ୍ ପରୀକ୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ନିକେଶ ପ୍ରଧାନ ଉତ୍ତୀର୍ଣ୍ଣ ହୋଇଛନ୍ତି - Phulabani Town News