କେନ୍ଦ୍ରାପଡା: ପାଟକୁରା ପିଏମଶ୍ରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ବିଧାନସଭା ଆୟୋଜିତ
ଗରଦପୁର ପିଏମଶ୍ରୀ ହାଇସ୍କୁଲ ପାଟକୁରା ଠାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ବିଧାନସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବାଚସ୍ପତି, ରାଜ୍ୟପାଳ ଓ ବିଭିନ୍ନ ଦଳର ଭୂମିକା ନିଭାଇଥିବା ବେଳେ ପାଟକୁରା ଥାନା ଅଧିକାରୀ ଯୋଗ ଦେଇଥିଲେ।