ସତ୍ୟବାଦୀ: ଭୂତୁପଦା ଗ୍ରାମରେ ସ୍ବର୍ଗତ ଭରତ ମୁଦୁଲିଙ୍କ ଏକାଦଶାହରେ ଯୋଗଦେଲେ ସମ୍ମିର ରଞ୍ଜନ ଦାସ
Satyabadi, Puri | Oct 24, 2026 ନିମାପଡ଼ା ବ୍ଲକ ଉଛୁପୁର ପଞ୍ଚାୟତ ଭୂତୁପଦା ଗ୍ରାମରେ ସ୍ବର୍ଗତ ଭରତ ମୁଦୁଲିଙ୍କ ଏକାଦଶାହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଜେପି ନେତା ସମ୍ମିର ରଞ୍ଜନ ଦାସ। ପରିବାରବର୍ଗଙ୍କ ସହ ଆଲୋଚନା କରି ସହଯୋଗର ପ୍ରତିଶୃତି ଦେଲେ।