Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
North_delhi
West_delhi
Notoadulteration
Railone
North_west_delhi
���िश्व_जल_दिवस
Thodadhyanse
Educationforall
Capacitybuilding
Worldwaterday
Chaitranavratri
Railsafety
���ंतर्राष्ट्रीय_वन_दिवस
Bipinrawat
Cds

ତଲସରା: କନାକୁଣ୍ଡ ସାଜିଛି ମୃତ୍ୟୁକୁଣ୍ଡ ୫ ବର୍ଷରେ ଦିପେଶ ଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

Talasara, Sundargarh | Dec 17, 2025
ପୂର୍ବରୁ କନାକୁଣ୍ଡରେ ୫ ବର୍ଷ ମଧ୍ୟରେ ୮ ଜଣଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି | ଗତ ୨୦୨୧ ଜାନୁଆରୀ ୩ ତାରିଖରେ ରାଜଗାଙ୍ଗପୁରର ଜଣେ ଯୁବତୀ ଅନୁପମା ପ୍ରଜାପତି ପରିବାରବର୍ଗଙ୍କ ସହ କନାକୁଣ୍ଡକୁ ଭୋଜି କରିବାକୁ ଆସି ସାତ ବଖରାରେ ସେଲଫି ନେଉଥିବାବେଳେ ଖସି ପଡି ଜଳସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ | ବହୁ ଖୋଜାଖୋଜି ପରେ ଦୁଇ ଦିନ ପରେ ତାଙ୍କ ମୃତ ଶରିରୀ ମିଳିଥିଲା | ସେହିପରି ୨୦୨୨ ମସିହା ମାର୍ଚ୍ଚ ୭ ତାରିଖରେ ଝାରସୁଗୁଡ଼ାର ଷ୍ଟିଲ ପ୍ଲାଣ୍ଟରେ ଇଲେକ୍ଟ୍ରିକାଲ ଇଂଜିନିୟର ବିହାରର ଭୁପେଶ କୁମାର ବାଇକରେ ୩ ଜଣ ସାଙ୍ଗ ସହ କନାକୁଣ୍ଡକୁ ବୁଲିବାକୁ ଆସିଥିଲେ |