Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
North_delhi
West_delhi
Notoadulteration
Railone
North_west_delhi
���िश्व_जल_दिवस
Thodadhyanse
Educationforall
Capacitybuilding
Worldwaterday
Chaitranavratri
Railsafety
���ंतर्राष्ट्रीय_वन_दिवस
Bipinrawat
Cds

ତଲସରା: ବନୀକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତ ଅଭିଯୋଗ ଉଠାଇଲେ ଜିଲ୍ଲା ପରିଷଦ ସଭ୍ୟ

Talasara, Sundargarh | Dec 17, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନ ବିଭାଗ ଆନୁକୂଲ୍ୟରେ ଗତ ୨୦୨୩-୨୪ ବର୍ଷ ରେ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁସମଡେଗି ବିଟ ଅନ୍ତର୍ଗତ ଉଦାରମା ସଂରକ୍ଷିତ ଜଙ୍ଗଲରେ ହୋଇଥିବା ବନୀକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତ ହୋଇଥିବା ଅଭିଯୋଗ ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ଓ ସୋନାଲି ହେସ ଉଠାଇଛନ୍ତି। ଏହି ବିଷୟରେ ସେମାନେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ଙ୍କୁ ନିକଟରେ ଅଭିଯୋଗ କରିଛନ୍ତିି।