ଝାରସୁଗୁଡା: ବେଳପାହାଡ଼ କୁର୍ମୀପଡା ବିଦ୍ୟାଳୟରେ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କଲେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ପୌରପରିଷଦ ଅନ୍ତର୍ଗତ କୁର୍ମୀପଡା ବିଦ୍ୟାଳୟରେ ନିର୍ମିତ ଏକ ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କଲେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଆଜି ଦିନ ତିନିଟା ସମୟରେ ଏମ୍ସିଏଲର ସିଏସଆର ପାଣ୍ଠି ବିନିଯୋଗରେ ୧୬ଲକ୍ଷ ତିରିଶ ହଜାର ଅଟକଳ ମୂଲ୍ୟରେ ନିର୍ମିତ ବିଦ୍ୟାଳୟ କୋଠରୀର ଶୁଭ ଉଦଘାଟନ କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନପ୍ରତିନିଧୀ ଓ ଜନସାଧାରଣଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହ