#15_ହଜାର_ଲାଞ୍ଚ_ନେଇ_ଫସିଗଲେ_ମାଡାମମ୍
ଜଗତସିଂହପୁର: ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ଜିଇଡି ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗିରଫ ହେଲେ ଯନ୍ତ୍ରୀ ସୋମା ଦାସ ।ନାଉଗାଁ ବ୍ଲକ ରୋହିଆ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ବିଲ୍ କରାଇ ଦେବା ପାଇଁ ଠିକାଦାରଙ୍କ ଠାରୁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ। #apnodia #followers #Jagatsingpur #Somadas #Bribe #Arrest #Vigilance
Jagatsinghapur, Jagatsinghpur | Jun 19, 2026