ରବି ସୋନି ମୃତ୍ୟୁ ମାମଲା: ତଦନ୍ତ ଦାୟିତ୍ୱ ନେବା ପରେ ବ୍ରଜରାଜନଗର ଗସ୍ତ କଲେ ଡିଏସପି ଓ ଅତିରିକ୍ତ ଏସପି
ବ୍ରଜରାଜନଗର: ସାମାଜିକ କର୍ମୀ ରବି ସୋନିଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ତ୍ୱରାନ୍ୱିତ ହୋଇଛି। ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ତଦନ୍ତ ଦାୟିତ୍ୱ ଡିଏସପି ଏମ୍. ହଂସଦାଙ୍କୁ ଦେଇଥିବା ବେଳେ, ମାମଲାର ସୁପରଭିଜନ ଦାୟିତ୍ୱ ଅତିରିକ୍ତ ଏସପି ମଧୁସ୍ମିତା ମିଶ୍ରଙ୍କୁ ଦିଆଯାଇଛି।
Jharsuguda, Jharsuguda | Aug 30, 2026