#ଠାକୁରମୁଣ୍ଡା_ବନାଞ୍ଚଳରେ_ମହାବଳ_ବାଘ_ଆତଙ୍କ
କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁରେ ମହାବଳ ବାଘ ଦେଖିବାକୁ ମିଳିଛି। ଗାଁର ଟୁକେ ହୋ ଙ୍କ ଘର ପାଖରେ ବାଘଟି ଲୁଚି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।
ସୂଚନା ଅନୁଯାୟୀ, ରାତି ଅନ୍ଧାରରେ ବାଘର ଉପସ୍ଥିତି ଜଣାପଡିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଲୋକେ ଟର୍ଚ୍ଚ ଲାଇଟ ପକାଇ ବାଘ ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଛନ୍ତି। ବନ ବିଭାଗ ବାଘ୍ କୁ ଘୋଉଡାଇ ଥିଲେ |
ଲୋକେ ରାତିରେ ଘରୁ ଏକା ନ ବାହାରିବା, ଗାଈ ଗୋରୁ ସୁରକ୍ଷିତ ସ୍ଥାନରେ ବାନ୍ଧିବା ଓ ବନ ବିଭାଗ ସହ ସହଯୋଗ କରିବାକୁ ବିଭାଗ ସୂଚନା ଦେଇଛି।
#pabitranews #latastnews #breakingnews #odishanews #tigerinvillage #mayurbhanj #thakurmunda