କଳାହାଣ୍ଡି: ଲାଞ୍ଜିଗଡ଼ ପୋଖରୀବନ୍ଧରେ ଭବ୍ୟ କଳସ ଯାତ୍ରା: ୧ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କ ଅଂଶଗ୍ରହଣ
Kalahandi, Kalahandi | Oct 17, 2026
କଳାହାଣ୍ଡି ଲାଞ୍ଜିଗଡ଼ ପୋଖରୀବନ୍ଧରେ ମହା ସପ୍ତମୀରେ ପାଳିତ ହେଲା ପବିତ୍ର କଳସ ଯାତ୍ରା। ଚତୁର୍ଥ ବାର୍ଷିକ ଦୁର୍ଗାପୂଜାରେ ୧୦୦୦ରୁ ଅଧିକ ମହିଳା ବରାଘାଟି ନଦୀରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଛନ୍ତି। ବିଜୟାଦଶମୀରେ ଲାଖବିନ୍ଧା ସହ ଅପେରା ଓ ମେଲୋଡି ଆୟୋଜିତ ହେବ।